ବଜାରକୁ ଆସିଲା ପ୍ରଥମ ବ୍ୟାଟେରୀ ଚାଳିତ ପାୱାର ଟିଲର : କମିବ ଚାଷଜନିତ ଖର୍ଚ୍ଚ, ଉପକୃତ ହେବେ ଚାଷୀ
ବଜାରକୁ ଆସିଲା ପ୍ରଥମ ବ୍ୟାଟେରୀ ଚାଳିତ ପାୱାର ଟିଲର : କମିବ ଚାଷଜନିତ ଖର୍ଚ୍ଚ, ଉପକୃତ ହେବେ ଚାଷୀ ଚାଷୀଙ୍କ ପାଇଁ ଖୁସି ଖବର। ଏଣିକି ଆଉ ବର୍ଦ୍ଧିତ ପେଟ୍ରୋଲ ଓ ଡିଜେଲ ଦର ପାଇଁ ଚାଷୀଙ୍କୁ ଚିନ୍ତା କରିବାକୁ ପଡ଼ିବନି। ବଜାରକୁ ଆସିଯାଇଛି ଦେଶର ପ୍ରଥମ ବ୍ୟାଟେରୀ ଚାଳିତ ପାୱାର ଟିଲର। ପେଟ୍ରୋଲ ଓ ଡିଜେଲ ଚାଳିତ ପାୱାର ଟିଲରରେ ଚାଷୀଙ୍କର ଘଣ୍ଟାକୁ ୧୫୦ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଏହି ବ୍ୟାଟେରୀ ଚାଳିତ ପାୱାର ଟିଲରରେ … Read more