Explore

Search

December 23, 2024 8:23 pm

tadantnews

୨୪ରେ ଓଡ଼ିଶା ଉପକୂଳ ଛୁଇଁବ ବାତ୍ୟା ! ଏଇଠି କରିବ ଲ୍ୟାଣ୍ଡଫଲ

ପାଣିପାଗକୁ ନେଇ ବଡ ଖବର । ରାଜ୍ୟରେ ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ ଖବର । ଭାରତୀୟ ପାଣିପାଗ ବିଭାଗ ବା IMD ପକ୍ଷରୁ ବାତ୍ୟା ନେଇ ବଡ ଆକଳନ କରାଯାଇଛି । ବଙ୍ଗୋପ ସାଗରରେ ଦାନା ବାନ୍ଧୁଛି ସମ୍ଭାବ୍ୟ ବାତ୍ୟା । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବଙ୍ଗୋପ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ।ଯାହାକି କ୍ରମଶଃ ଲଘୁଚାପରେ ପରିଣତ ହେବ ।ଅକ୍ଟୋବର ୨୧ ତାରିଖରେ ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ । ୨୩ … Read more