ଗୋଟିଏ ଝିଅ ଥିଲେ ମିଳିବ 31ହଜାର
ପରିବାରରେ ଗୋଟିଏ ଝିଅ ଥିଲେ ସରକାର ଦେବେ ୩୧ ହଜାର ଟଙ୍କା ଝିଅଙ୍କ ପାଇଁ କେନ୍ଦ୍ର ସରକାର ଆଣିଛନ୍ତି ବଡ଼ ଯୋଜନା । ଏହି ସ୍କିମ୍ ହେଉଛି ସାବିତ୍ରୀବାଇ ଜ୍ୟୋତିରାଓ ଫୁଲେ ଫେଲୋସିପ୍ ସ୍କିମ୍ । ଯଦି ପରିବାରରେ କେବଳ ଗୋଟିଏ ଝିଅ ଅଛନ୍ତି, ତେବେ ଏହି ଯୋଜନାର ଲାଭ ଉଠାଇପାରିବେ । କେନ୍ଦ୍ର ସରକାର ସେହି ଝିଅକୁ ପାଞ୍ଚ ବର୍ଷ ପାଇଁ ମାଗଣା ଟଙ୍କା ଦେବେ। ଆସନ୍ତୁ ଜାଣିବା ଏହା କିପରି ଦିଆଯାଏ, କିପରି ଆବେଦନ … Read more