ମକର ସଂକ୍ରାନ୍ତିରେ ଖାସ ଉପାୟ: ସ୍ବାମୀଙ୍କ ଆୟୁଷ ବଢ଼ିବ, ଘରକୁ ଆସିବେ ଲକ୍ଷ୍ମୀ
ଅଧିବର୍ଷ ଯୋଗୁଁ ଚଳିତ ଥର ମକର ସଂକ୍ରାନ୍ତି ଜାନୁଆରୀ ୧୫ ତାରିଖରେ ପଡ଼ୁଛି । ଏଥର ପୂଣ୍ୟକାଳ ରାତି ୨.୪୫ରୁ ଆରମ୍ଭ ହୋଇଛି । ରବି ଚଳନ ହେତୁ ଦାନ କରିବାକୁ ଜ୍ୟୋତିଷାଚାର୍ଯ୍ୟ ପରାମର୍ଶ ଦେଉଛନ୍ତି । ଏହି ଦିନ ଦାନସ୍ନାନ ଖାସ ଗୁରୁତ୍ୱ ରହିଛି । ଏହି ରାଶି ଓ ଗୁଡ଼ ଦାନ କଲେ ଦୋଷ ନିବାରଣ ହେବା ସହ ସମସ୍ତ କଷ୍ଟ ଦୁର ହୋଇଥାଏ ବୋଲି ମାନ୍ୟତା ରହିଛି । ଏହାପରେ ବସନ୍ତ ଋତୁର … Read more