Explore

Search
Close this search box.

Search

September 20, 2024 8:06 pm

tadantnews

ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଚ୍ଛେଦ : ବଢିଲା ରାହୁଲ ଦ୍ରାବିଡ୍‌ଙ୍କ କାର୍ଯ୍ୟକାଳ

ଚର୍ଚ୍ଚାରେ ହେଲା ଅନ୍ତ । ରାହୁଲ ଦ୍ରାବିଡ୍‌ ହିଁ ରହିବେ ଭାରତୀୟ ଦଳର କୋଚ୍‌ । ଦ୍ରାବିଡ୍‌ଙ୍କ କାର୍ଯ୍ୟକାଳ ବଢିବା ନେଇ ମିଳିସାରିଛି ଗ୍ରୀନ୍‌ ସିଗ୍‌ନାଲ୍‌ । ଦ୍ରାବିଡ୍‌ ସହିତ ବୋଲିଂ ଏବଂ ବ୍ୟାଟିଂ କୋଚ୍‌ଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଛି । ଖବର ଅନୁଯାୟୀ, ୨୦୨୧ ନଭେମ୍ବର ୧୭ ତାରିଖରୁ ଭାରତୀୟ ସିନିୟର କ୍ରିକେଟ୍‌ ଦଳର କୋଚ ଭାର ସମ୍ଭାଳିଥିଲେ କିମ୍ବଦନ୍ତୀ ବ୍ୟାଟର ରାହୁଲ୍‌ ଦ୍ରାବିଡ୍‌ । ଏହାପରଠାରୁ ଲଗାତର ଭାବେ ସେ ଟିମ୍‌ର ଭଲ ପ୍ରଦର୍ଶନ … Read more