ଶାରୀରିକ ସମ୍ପର୍କ ରଖିବା ପାଇଁ କାହିଁକି ସଙ୍କୋଚ କରନ୍ତି ମହିଳା? ଏହା ପଛରେ ରହିଛି ବଡ଼ କାରଣ
ଆଜିକାଲିର କପଲ୍ସ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଯୌନ ସମସ୍ୟା ଦେଖା ଦେଉଛି। ସାଧାରଣତଃ ପୁରୁଷ ମାନଙ୍କ ଠାରୁ ମହିଳାମାନଙ୍କର ଯୌନ ସମ୍ପର୍କ ଆଡକୁ ଇଚ୍ଛା କମିବାରେ ଲାଗିଛି। ମହିଳାମାନଙ୍କ ଠାରେ କାମ ଇଚ୍ଛାର ଅଭାବ ବିଭିନ୍ନ କାରଣ ହେତୁ ଦେଖା ଦେଇପାରେ। ଏହି ସମସ୍ୟାକୁ ହାଇପୋଏକ୍ଟିଭ୍ ଡିଜାୟର ଡିସଅର୍ଡର (HSDD) ବୋଲି କୁହାଯାଇଥାଏ। ୧. ଶରୀରରେ ହରମୋନ୍ ପରିବର୍ତ୍ତନ ୨. ବୟସ ବୃଦ୍ଧି ହେତୁ ସେକ୍ସୁଆଲ ହରମୋନର ହ୍ରାସ ୩. ଗର୍ଭଧାରଣ ଓ ସ୍ତନ୍ୟପାନର କାରଣ … Read more