Explore

Search

December 24, 2024 12:49 am

tadantnews

ଅନୁଭବଙ୍କୁ ଜବାବ ଦେଲେ ବର୍ଷା : ସୋଶାଲ ମିଡ଼ିଆରେ ମୁହାଁମୁହିଁ

ସୋଶାଲ୍‌ ମିଡ଼ିଆରେ ମୁହାଁମୁହିଁ ହେଲେ ଅଭିନେତା ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ଅଦାଲତୀ ରାୟ ଆସିବା ପରେ ଉଭୟ ପରସ୍ପର ବିରୋଧରେ ସୋଶାଲ୍‌ ମିଡ଼ିଆରେ ଲେଖିଛନ୍ତି। କୋର୍ଟଙ୍କ ରାୟ ଆସିବା ପରେ ପ୍ରଥମେ ଲେଖିଲେ ଅନୁଭବ। ଆଉ ଆଜି ତାହାର ଜବାବ ଦେଲେ ପତ୍ନୀ ବର୍ଷା। ସୋଶାଲ୍‌ ମିଡ଼ିଆରେ ସାଂସଦ ଅନୁଭବ ମହାନ୍ତି ଲେଖିଲେ, (ଭି) ଶସ୍ତା ଓ ହୀନ ରାଜନୀତି ବନାମ(ଏ) ନ୍ୟାୟ।