କରୋନାଠୁ ଭୟଙ୍କର: ସିଧା ମଣିଷର ବ୍ରେନକୁ ଆଟାକ୍ କରୁଛି ନିପା ଭାଇରସ୍, ଜାଣନ୍ତୁ ଲକ୍ଷଣ
ବର୍ତ୍ତମାନ ନିପା ଭାଇରସକୁ ନେଇ ଆତଙ୍କ ବଢିବାରେ ଲାଗିଛି । ୨୦୧୯-୨୦ ସମୟରେ କରୋନା ଭାଇରସ ସାରା ବିଶ୍ୱକୁ ଆତଙ୍କିତ କରିବା ପରେ ଏବେ ନିପା ଭାଇରସ ଯୋଗୁଁ ମଧ୍ୟ ସେହିଭଳି ଭୟ ଘାରିଛି । କିନ୍ତୁ ନିପା ଭାଇରସ କରୋନାଠାରୁ ମଧ୍ୟ ଅନେକ ଗୁଣରେ ଅଧିକ ଭୟଙ୍କର ହୋଇପାରେ ବୋଲି କୁହାଯାଉଛି । ବିଶେଷ କରି କେରଳରେ ଏହି ଭାଇରସର ଭୟ ଅଧିକ ଦେଖା ଦେଇଛି । ରାଜ୍ୟରୁ ୫ରୁ ଅଧିକ ଜଣ ଏହି ଭାଇରସରେ … Read more