Explore

Search

December 23, 2024 11:35 pm

tadantnews

କୋଲେଷ୍ଟ୍ରଲର ମାତ୍ରାକୁ କମ କରିବାକୁ ଚାହୁଁଛନ୍ତି କି ? କୋଲେଷ୍ଟ୍ରଲ ବୃଦ୍ଧକୁ ନେଇ ଚିନ୍ତିତ କି ?

ରକ୍ତରେ କୋଲେଷ୍ଟ୍ରଲର ମାତ୍ରା ବୃଦ୍ଧି ଅନେକ ରୋଗର କାରଣ ହୋଇଥାଏ। ରକ୍ତରେ ସର୍ବଦା କୋଲେଷ୍ଟ୍ରଲର ମାତ୍ରା ନିୟନ୍ତ୍ରଣରେ ରହିବା ଉଚିତ ବୋଲି କୁହାଯାଇଛି। ଖରାପ କୋଲେଷ୍ଟ୍ରସ ଏବଂ ଏହାର ମାତ୍ରା ବୃଦ୍ଧି ଶରୀର ପାଇଁ କ୍ଷତିକାରକ ମନାଯାଏ। ଓଜନ, ଖାଦ୍ୟ, ଜେନେଟିକ୍ସ, ଔଷଧ ସେବନ କିମ୍ବା ଜୀବନଶୈଳୀରେ ପରିବର୍ତ୍ତନ କାରଣରୁ ଶରୀରରେ ଖରାପ କୋଲେଷ୍ଟ୍ରଲ୍‌ର(cholesterol) ପରିମାଣ ବଢିବାରେ ଲାଗେ । ତେବେ ଆପଣଙ୍କର ମଧ୍ୟ କୋଲେଷ୍ଟ୍ରଲର ମାତ୍ରା ବୃଦ୍ଧି ପାଇଥିଲେ ଏହି ଉପାୟରେ ନିୟନ୍ତ୍ରଣ କରିପାରିବେ। ଆମ … Read more

ପ୍ରଥମେ କଣ କରିବେ ହୃଦଘାତ ଆସିଲେ ?

ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ହୃଦଘାତ ମାମଲା । ଉଚ୍ଚ ରକ୍ତଚାପ, ଧୂମପାନ ଏବଂ ଉଚ୍ଚ କୋଲେଷ୍ଟ୍ରଲ୍ର ସହିତ ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁଁ ହୃଦଘାତ ହୋଇଥାଏ । ଧୂମପାନ ହାର୍ଟର ଧମନୀ ଏବଂ ଶିରା ଉପରେ ଗଭୀର ପ୍ରଭାବ ପକାଇଥାଏ । ଏହା ସହିତ କୋଲେଷ୍ଟ୍ରଲ୍ର ବୃଦ୍ଧି ହୃଦୟର ଧମନୀରେ ଅନେକ ସମସ୍ୟା ସୃଷ୍ଟି କରେ । ଏହା ବ୍ୟତୀତ ହୃଦଘାତର ଅନେକ କାରଣ ହୋଇପାରେ । ତେବେ ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଏହି … Read more