Explore

Search
Close this search box.

Search

September 20, 2024 7:53 pm

tadantnews

ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା ଅକ୍ଟୋବର ୪ରୁ ହେବ, ସୂଚୀ ଜାରି କଲା ମାଧ୍ୟମିକ ଶିକ୍ଷା ବୋର୍ଡ

ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଷାଣ୍ମାସିକ (ଅର୍ଦ୍ଧ ବାର୍ଷିକ) ପରୀକ୍ଷା ଅକ୍ଟୋବର ୪ ତାରିଖରୁ ହେବା ନେଇ ସୂଚୀ ଜାରି କଲା ମାଧ୍ୟମିକ ଶିକ୍ଷା ବୋର୍ଡ। ଦିନ ୧୦ଟାରୁ ୧୨ଟା ୩୦ ଯାଏ ପ୍ରଥମ ସିଟିଂ ରହିଥିବା ବେଳେ ଦିନ ସାଢ଼େ ୧ଟାରୁ ୪ଟା ଯାଏ ଦ୍ବିତୀୟ ସିଟିଂ ରଖାଯିବା ନେଇ ସମୟ ନିର୍ଘଣ୍ଟ ଜାରି ହୋଇଛି। ପରୀକ୍ଷାର ପ୍ରଥମ ଦିନ ପ୍ରଥମ ସିଟିଂରେ ଓଡ଼ିଆ ଭାଷା ପରୀକ୍ଷା ହେବ ଏବଂ ଦ୍ୱିତୀୟ ସିଟିଂରେ ଇଂରାଜୀ ପରୀକ୍ଷା ହେବା … Read more

ଆଧାର କାର୍ଡ ଅପଡେଟ୍‌ ସମୟସୀମା ପୁଣି ବଢ଼ିଲା

ୟୁନିକ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ) ମାଗଣାରେ ଆଧାର ଅପଡେଟ କରିବା ଅବଧିକୁ ତିନିମାସ ବୃଦ୍ଧି କରିଛି । ପୂର୍ବରୁ ଅପଡେଟ୍‌ କରିବାର ସମୟସୀମା ଥିଲା ସେପ୍ଟେମ୍ବର ୧୪ । ଏବେ ଏହି ସମୟସୀମା ଡିସେମ୍ବର ୧୪କୁ ବୃଦ୍ଧି କରାଯାଇଛି। ଅର୍ଥାତ୍‌ ଡିସେମ୍ବର ୧୪ ସୁଦ୍ଧା ମାଇଁ ଆଧାର ପୋର୍ଟାଲ ମାଧ୍ୟମରେ ମାଗଣାରେ ଆଧାର ଅପଡେଟ କରିପାରିବେ। ଯେଉଁମାନଙ୍କ ଆଧାରକାର୍ଡ଼ ୧୦ କିମ୍ବା ତାହାଠାରୁ ଅଧିକ ବର୍ଷ ଧରି ଅପଡେଟ କରିନାହାନ୍ତି, ସେମାନଙ୍କ ପାଇଁ ଏହି … Read more

ରାବଣ-ବାବର ସନାତନ ଧର୍ମକୁ ଉଚ୍ଛେଦ କରିପାରିଲେନି, ଏ ତୁଚ୍ଛ ଲୋକ କ’ଣ କରିବେ

ରାବଣ-ବାବର କରିପାରିଲେନି, ଏ ତୁଚ୍ଛ ଲୋକ କ’ଣ କରିବେ। ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ‘ସନାତନ ଧର୍ମ ଉଚ୍ଛେଦ’ ମନ୍ତବ୍ୟକୁ ନେଇ ଇଣ୍ଡିଆ ମେଣ୍ଟ ଗୋଷ୍ଠୀ ବିବାଦର ସମ୍ମୁଖୀନ ହେଉଥିବା ବେଳେ ଏଭଳି କହି ଉଦୟନିଧିଙ୍କୁ ଟାର୍ଗେଟ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ, ଦେଶ ସକରାତ୍ମକ ଭାବରେ ଆଗକୁ ବଢ଼ୁଥିବା ବେଳେ କିଛି ଲୋକଙ୍କୁ ଏହା ସହ୍ୟ ହେଉ ନାହିଁ। ସରକାରଙ୍କ ସଫଳତାକୁ ଦୁର୍ବଳ କରିବା ପାଇଁ ସନାତନ ଧର୍ମ … Read more