Explore

Search

December 24, 2024 12:47 am

tadantnews

ଆପଣଙ୍କ ଆର୍ଥିକ ସମସ୍ୟାର ପାଲଟିଯିବ : ପର୍ସରେ ଏହି ଜିନିଷ କେବେ ଏହି ଜିନିଷ ରଖନ୍ତୁ ନାହିଁ

ପ୍ରତ୍ୟେକ ବ୍ୟକ୍ତି ଧନୀ ହେବାକୁ ଚାହାଁନ୍ତି। ତଥାପି, କଠିନ ପରିଶ୍ରମ ଏବଂ ସମସ୍ତ ଚେଷ୍ଟା ପରେ ମଧ୍ୟ ସଫଳତା ମିଳେ ନାହିଁ। ବେଳେବେଳେ ଅର୍ଥର ଅଭାବ ଦେଖାଦେଇଥାଏ। ବାସ୍ତୁ ଅନୁଯାୟୀ, ଆମ ପର୍ସରେ ରଖାଯାଇଥିବା ଜିନିଷ ମଧ୍ୟ ଆର୍ଥିକ ସଙ୍କଟର କାରଣ ହୋଇପାରେ। ତେବେ ପର୍ସରେ ରଖାଯାଇଥିବା କେଉଁ ଜିନିଷ ଆପଣଙ୍କ ଆର୍ଥିକ ସମସ୍ୟା ସୃଷ୍ଟି କରିପାରେ ଆସନ୍ତୁ ଜାଣନ୍ତୁ।   ପର୍ସରେ ରଖନ୍ତୁନି ଏହି ଜିନିଷ : ବାସ୍ତୁ ଅନୁଯାୟୀ, ପର୍ସରେ କେବେବି ଚାବି ରଖିବା … Read more

ଖାଇ ସାରିବାର ତୁରନ୍ତ ପରେ ଯଦି ପାଣି ପିଉଛନ୍ତି ତେବେ ଜାଣି ନିଅନ୍ତୁ ଏହି କଥା

ଖାଦ୍ୟ ଓ ଜଳ ଏହି ଦୁଇଟି ଜିନିଷ ମଣିଷ ଜୀବନ ପାଇଁ ଖୁବ ଆବଶ୍ୟକ ଅଟେ l ହେଲଥ ଏକ୍ସପର୍ଟ ଙ୍କ ସୂଚନା ଅନୁସାରେ , ଯଦି ପ୍ରତିଦିନ ଆପଣ ୩-୪ ଲିଟର ପାଣି ପିଉଛନ୍ତି ତେବେ ଅନେକ ପ୍ରକାର ରୋଗ ରୁ ନିଜକୁ ରକ୍ଷା କରି ପରିବେ l ଅନେକ ଲୋକ ଏଭଳି ଅଛନ୍ତି ଯିଏ କି ଖାଇବାର ତୁରନ୍ତ ପରେ ପାଣି ପିଇଥାଆନ୍ତି , କିନ୍ତୁ ଡାକ୍ତର ଏହି ଅଭ୍ୟାସ ଠାରୁ ଦୂରେଇ ରହିବାକୁ … Read more