Explore

Search

December 23, 2024 11:29 pm

tadantnews

କେନ୍ଦ୍ର ସରକାର ପ୍ରକାଶ କଲେ ବିଜ୍ଞପ୍ତି: ଅନୁବାଦ ଜାଣିଥିଲେ କରିପାରିବେ ସରକାରୀ ଚାକିରି

ସମସ୍ତ ଚାକିରି ଆଶାୟୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଆସିଛି ଏକ ବଢ଼ିଆ ନିଯୁକ୍ତି ସୁଯୋଗ । ଯଦି ଆପଣମାନେ ଅନୁବାଦ ଜାଣିଥିବେ ତେବେ ଏହି ଚାକିରି ଆପଣଙ୍କୁ ମିଳିପାରିବ । କେନ୍ଦ୍ର ସରକାରଙ୍କ କର୍ମଚାରୀ ଚୟନ ଆୟୋଗ (ଏସଏସସି) ପକ୍ଷରୁ କନିଷ୍ଠ ହିନ୍ଦି ଅନୁବାଦକ, କନିଷ୍ଠ ଅନୁବାଦକ, ବରିଷ୍ଠ ହିନ୍ଦି ଅନୁବାଦକ ଓ ବରିଷ୍ଠ ଅନୁବାଦକ ପଦ ପାଇଁ ବିଜ୍ଞାପନ ବାହାରିଛି ।

ମନେ ପଡ଼ିଗଲା ‘ହାକିମ ବାବୁ’: ବାପା ଅମୀୟ ପଟ୍ଟନାୟକଙ୍କ ପ୍ରଥମ ଚଳଚ୍ଚିତ୍ର ବି ପାଇଥିଲା ଜାତୀୟ ପୁରସ୍କାର

ଗତକାଲି ଘୋଷଣା ହୋଇଥିବା ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ମନୋନୀତ ହୋଇଛି। ଏହି ଚଳଚ୍ଚିତ୍ରର ପ୍ରଯୋଜକ ଓ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କର ଏହା ହେଉଛି ପ୍ରଥମ ଚଳଚ୍ଚିତ୍ର।ଆଜକୁ ଠିକ୍‌ ୩୮ ବର୍ଷ ପୂର୍ବରୁ ଅର୍ଥାତ ୧୯୮୫ରେ ଅନୁପମ ପଟ୍ଟନାୟକଙ୍କ ବାପା ସ୍ବର୍ଗତ ଅମୀୟ ପଟ୍ଟନାୟକଙ୍କ ପ୍ରଯୋଜିତ ପ୍ରଥମ ଚଳଚ୍ଚିତ୍ର ‘ହାକିମବାବୁ’କୁ ମଧ୍ୟ ଜାତୀୟ ଚଳଚ୍ଚିତ୍ର ସମାରୋହରେ ‘ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର’ ଭାବେ ପୁରସ୍କୃତ କରାଯାଇଥିଲା। ଇଷ୍ଟର୍ଣ୍ଣ ମିଡିଆ ବ୍ୟାନର୍‌ରେ … Read more

ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ଭାବେ ‘ପ୍ରତୀକ୍ଷା’କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର

ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ ସମ୍ମାନଜନକ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିବାକୁ ମନୋନୀତ ହୋଇଛି। ଆଜି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଦ୍ବାରା ଅନୁମୋଦିତ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଜୁରି କମିଟି ପକ୍ଷରୁ ଏହି ଘୋଷଣା କରାଯାଇଛି। ୨୦୨୩ ବର୍ଷ ଲାଗି ଘୋଷିତ ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରର ଆଞ୍ଚଳିକ ଭାଷାର ଫିଚର ଫିଲ୍ମ ବର୍ଗରେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ବିବେଚିତ ହୋଇ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ପ୍ରତୀକ୍ଷା’ ଏହି ପୁରସ୍କାର ଲାଭ କରିଛି। ଏହା … Read more

ଚିନ୍ତା ବଢ଼ାଇଲେଣି ଏସ୍‌ଏଚ୍‌ଜି: ୪୦ ହଜାର ଦେଇ ନାହାନ୍ତି ୪୮୦ କୋଟି

ସମବାୟ ବ୍ୟାଙ୍କ ଉପରେ ନିର୍ଭରଶୀଳ ଗ୍ରାମ୍ୟ ଏବଂ କୃଷି ଅର୍ଥନୀତି। ଉପରେ ବୋଝ ହେଲେଣି ଏସ୍‌ଏଚ୍‌ଜି। ଏକଥା ଆମେ କହୁନାହୁଁ। ସମବାୟ ବିଭାଗ ପକ୍ଷରୁ ଜାରି ରିପୋର୍ଟ ଅନୁସାରେ, ଋଣ ବାକି ରଖିଥିବା ଏସ୍‌ଏଚ୍‌ଜିଙ୍କ ସଂଖ୍ୟା ବର୍ତ୍ତମାନ ୪୦ ହଜାର ୭୩୨ରେ ପହଞ୍ଚିଛି। ପ୍ରତିବର୍ଷ ଏହି ସଂଖ୍ୟା ଯେଉଁଭଳି ବୃଦ୍ଧି ପାଉଛି, ଏହା ସମବାୟ ବ୍ୟାଙ୍କମାନଙ୍କୁ ଖୁବ୍‌ଶୀଘ୍ର ଦେବାଳିଆ କରିଦେଇପାରେ। ମହିଳା, କିନ୍ନର, ଭିନ୍ନକ୍ଷମ, କୁଷ୍ଠାକ୍ରାନ୍ତ ଭଳି ବିଭିନ୍ନ ବର୍ଗର ବ୍ୟକ୍ତିଙ୍କୁ ବ୍ୟବସାୟ ମାଧ୍ୟମରେ ଆତ୍ମନିର୍ଭରଶୀଳ କରିବା … Read more