Explore

Search

December 23, 2024 8:10 pm

tadantnews

ସଲମାନ ଖାନଙ୍କୁ ଲଣ୍ଡା ହେବା ଦେଖି ଲୋକେ ଆଶ୍ଚର୍ଯ୍ୟ; କହିଲେ ଏମିତି.

ସଲମାନ ଖାନ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ହଟ ଟପିକ୍ ହୋଇ ଠିଆ ହୋଇଛନ୍ତି। ଏହା ପଛର କାରଣ ହେଉଛି ତାଙ୍କର ଲୁକ୍। ତାଙ୍କୁ ଏମିତି ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କେହି ବୁଝିପାରୁ ନାହାନ୍ତି ଏହା ପଛର ରହସ୍ୟ କ’ଣ। ଏମିତି କ’ଣ ହେଲା ଯେ ତାଙ୍କୁ ଲଣ୍ଡା ହେବାକୁ ପଡିଲା। ତେବେ ତାଙ୍କର ଏମିତି ଷ୍ଟାଇଲ୍ ଦେଖି ପ୍ରଶଂସକମାନେ ତାଙ୍କ ପରବର୍ତ୍ତୀ ପ୍ରୋଜେକ୍ଟ ବିଷୟରେ ମଧ୍ୟ କଳ୍ପନା କରୁଛନ୍ତି। ଏହା ମଧ୍ୟ ଆଲୋଚନା ହେଉଛି … Read more

ଆକାଶଛୁଆଁ ପିଆଜ ଦର

ଟମାଟୋ ପରେ ପିଆଜର ଅହେତୁକ ଦର ବୃଦ୍ଧି ଯୋଗୁଁ ଖାଉଟି ଏବେ ଚିନ୍ତାରେ । ଗତ ଗୋଟିଏ ସପ୍ତାହରେ ପିଆଜର ଖୁଚୁରା ଦର କିଲୋ ପିଛା ୧୦ ଟଙ୍କା ବଢ଼ିଗଲାଣି । ଏମିତିକି ପିଆଜ କିଲୋ ପିଛା ଦର ପ୍ରାୟ ୪୫ ଟଙ୍କା ଛୁଇଁଛି । ଚଳିତ ବର୍ଷ ବନ୍ୟା ଜନିତ ପରିବା ନଷ୍ଟ ହେବା ଯୋଗୁ ଟମାଟୋ ସହ ଅନ୍ୟ ପରିବା ଦର ଆକାଶଛୁଆଁ ହୋଇଥିଲା । କେବଳ ଆଳୁ ଏବଂ ପିଆଜ ଦର କିଲୋ … Read more

ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା କେଶର ଚା’ରୁ ଦୂର ହୋଇଥାଏ, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ

କେଶର ଏକ ମସଲା, ଯାହା କ୍ରୋକସ ସାଟିଓ୍ଵସ ଲିନେ ଫୁଲରୁ ମିଳିଥାଏ । ସ୍ୱାସ୍ଥ୍ୟପାଇଁ ଏହା ବହୁତ ଲାଭଦାୟକ ହୋଇଥାଏ । ଡାକ୍ତରମାନେ ମଧ୍ୟ ପ୍ରତ୍ୟେକ ଦିନ ଗୋଟିଏ ଗ୍ଲାସ କେସର ଯୁକ୍ତ କ୍ଷୀର ପିଇବା ପାଇଁ ପରାମର୍ଶ ଦେଇଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ କେଶର ଚା’ ପିଇବାର ଲାଭ ବିଷୟରେ ଜଣାଇବୁ, ଯାହା ଓଜନ କମ କରିବା ଠାରୁ ଆରମ୍ଭ କରି ଇମ୍ୟୁନିଟି ବଢ଼ାଇବା ପାଇଁ ସାହାଯ୍ୟ କରିଥାଏ । ତେବେ ଆସନ୍ତୁ … Read more

ISRO ଦେଲା ବଡ଼ ଅପଡେଟ୍ :ଚନ୍ଦ୍ରଯାନ- ୩ ନଜରରେ ଦେଖନ୍ତୁ ଚନ୍ଦ୍ର

ଜହ୍ନର ଆସିଲା ନୂଆ ଫଟୋ । ସଫ୍ଟ ଲ୍ୟାଣ୍ଡିଂ ପୂର୍ବରୁ ଜହ୍ନର ଆସିଲା ନୂଆ ଫଟୋ । ଆଉ ଦିନକ ପରେ ଚନ୍ଦ୍ରରେ ପାଦ ଥାପିବ ଭାରତ । ଏହି ଐତିହାସିକ ମୂହୁର୍ତ୍ତ ପୂର୍ବରୁ ଚନ୍ଦ୍ରର ଆଉ କିଛି ଫଟୋ ପଠାଇଛି ଲ୍ୟାଣ୍ଡର । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ଏହି ଫଟୋ ଗୁଡିକୁ ସେୟାର କରାଯାଇଛି। ଲ୍ୟାଣ୍ଡର ହାଜାର୍ଡ ଡିଟେକସନ୍ ଆଭୋଏଡାନ୍ସ କ୍ୟାମେରା LHDAC ଜରିଆରେ ଏହି ଫଟୋ ଉଠାଯାଇଛି । ଏହି ଫଟୋ … Read more

ଚାଲି ଚାଲି ଫୋନ ରେ କଥା ହେଉଛନ୍ତି କି ? ଏହି ଅଭ୍ୟାସ ଜୀବନ ପ୍ରତି ହୋଇପାରେ ପ୍ରାଣ ଘାତକ

ଅଧିକାଂଶ ଲୋକ ଙ୍କର ଚାଲି ଚାଲି ମୋବାଇଲ ରେ ଗପିବାର ଅଭ୍ୟାସ ରହିଛି l ଆମେ ପ୍ରାୟ ସମସ୍ତେ ଏଭଳି କରିଥାଉ l କଣ ଆପଣ ଜାଣିଛନ୍ତି ଚାଲି ଚାଲି ମୋବାଇଲ ରେ ଗପିବା ଦ୍ୱାରା କ୍ୟାନ୍ସର ଭଳି ଘାତକ ରୋଗ ର ଶିକାର ହୋଇ ପାରନ୍ତି l ଆଜ୍ଞା ହଁ ଆପଣ ଠିକ ଶୁଣୁଛନ୍ତି , ନିକଟରେ ବୈଜ୍ଞାନିକ ମାନଙ୍କ ଦ୍ୱାରା ହୋଇଥିବା ଗୋଟିଏ ଅଧ୍ୟୟନ ଅନୁସାରେ ଚାଲି ଚାଲି ଫୋନ ରେ କଥା ହେବା … Read more