Explore

Search
Close this search box.

Search

September 20, 2024 7:54 pm

tadantnews

Ratha Yatra 2023 : ଅଧରପଣା ନୀତି କଣ ଓ ଏହାର ରହସ୍ୟ କଣ |

  Odisha oi-Tanmaya Guin | Published: Friday, June 30, 2023, 9:08 [IST] ପୁରୀ: ଆଷାଢ଼ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଅଧରପଣା ଭୋଗ କରାଯାଇଥାଏ । ବାହୁଡ଼ା ଯାତ୍ରା ପରେ ସିଂହଦ୍ୱାର ତିନିରଥ ଉପରେ ସୁନାବେଶ ପରଦିନ ଅଧର ପଣା ନୀତି ହୋଇଥାଏ । ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ଏହି ନୀତି ଅନୁଷ୍ଠିତ ହୋଇଥାଏ । ଶ୍ରୀବିଗ୍ରହମାନଙ୍କର ଶ୍ରୀଅଧର ଉଚ୍ଚତା ବିଶିଷ୍ଟ ଲାଉତୁମ୍ବ ଭଳି ସ୍ୱତନ୍ତ୍ର ଶୈଳୀରେ … Read more

ପୁଣି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ତିନି ଜଣଙ୍କ ଜୀବନ, ଜଣେ ଆହତ |

  Odisha oi-Tanmaya Guin | Published: Friday, June 30, 2023, 10:14 [IST] ନବରଙ୍ଗପୁର : ପୁଣି ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଥିରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲା ଉମରକୋଟ ଝରିଗାଁ ବାସିନୀ ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଏକ ଗଛକୁ କାର୍ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ତିନିଜଣଙ୍କ ମୃତ୍ୟୁ … Read more

ଧୋଇଗଲା ଧବଳେଶ୍ୱର ଅସ୍ଥାୟୀ ରାସ୍ତା, ଦର୍ଶନରୁ ବଞ୍ଚିତ ହେଉଛନ୍ତି ଶ୍ରଦ୍ଧାଳୁ |

  Odisha oi-Tanmaya Guin | Published: Friday, June 30, 2023, 10:44 [IST] କଟକ : ଝୁଲା ପୋଲ ଦୁର୍ବଳ ହେବା ପରେ ଧବଳେଶ୍ୱର ଯିବାକୁ ହୋଇଥିବା ଅସ୍ଥାୟୀ ରାସ୍ତା ଧୋଇଯାଇଛି । ମହାନଦୀରେ ପାଣି ଆସିବାରୁ ଏଭଳି ପରିସ୍ଥିତି ଉପୁଜିଛି । ଫଳରେ ବାବା ଧବଳେଶ୍ୱରଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଶ୍ରଦ୍ଧାଳୁ । ଝୁଲାପୋଲ ବନ୍ଦ ଥିବାରୁ ଅସ୍ଥାୟୀ ରାସ୍ତାରେ ଭକ୍ତମାନେ ଯାତାୟତ କରୁଥିଲେ । ଏହି ଅସ୍ଥାୟୀ ରାସ୍ତା ମଞ୍ଚେଶ୍ୱର ନଦୀ … Read more

ବାହାନଗା ଟ୍ରେନ୍ ଦୁର୍ଘଟଣା : ଆସିଲା 29 DNA ରିପୋର୍ଟ, ଆଜି ହେବ ମୃତଦେହ ହସ୍ତାନ୍ତର |

  Odisha oi-Tanmaya Guin | Published: Friday, June 30, 2023, 11:21 [IST] ଭୁବନେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣାର ପ୍ରାୟ ଏକ ମାସ ପରେ ଆସିଛି 29 ମୃତଦେହର DNA ରିପୋର୍ଟ । ଏହା ପରେ ଆଜି ସେମାନଙ୍କ ପରିବାରର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ । ରିପୋର୍ଟ ଆସିଥିବା 29 ମୃତକଙ୍କ ପରିବାର ଲୋକଙ୍କୁ ଭୁବନେଶ୍ୱର ଏମ୍ସ କୁ ଡକାଯାଇଛି । ସମସ୍ତ ମୃତଦେହକୁ ନେବା ପାଇଁ ମାଗଣା ଆମ୍ବୁଲାନ୍ସ ଯୋଗାଇ ଦେବେ … Read more

ଆଜି ଯୁକ୍ତ ଦୁଇ ନାମଲେଖା ଆବେଦନ ତାରିଖ |

  Odisha oi-Tanmaya Guin | Published: Friday, June 30, 2023, 13:36 [IST] ଭୁବନେଶ୍ୱର: ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ତାରିଖ ଆଜି ଶେଷ ହେଉଛି । ନୂତନ ବିଜ୍ଞପ୍ତି ଅନୁସାରେ ଛାତ୍ରଛାତ୍ରୀ ମାନେ ଜୁନ୍ 30 ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ ବୋଲି କୁହାଯାଇଥିଲା । ଏହା ପୂର୍ବରୁ ଜୁନ୍ 26 ତାରିଖ ଥିଲା ଆବେଦନର ଶେଷ ତାରିଖ । ଏହା ପରେ ଆଡମିଶନ ପାଇବାକୁ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ପ୍ରଥମ ମେରିଟ୍ … Read more

ହୀରାକୁଦରେ ବଢୁଛି ଜଳସ୍ତର, ସବୁ ଗେଟ୍ ଖୋଲିଦେଲା କଲମା ବ୍ୟାରେଜ୍ |

  Odisha oi-Tanmaya Guin | Published: Friday, June 30, 2023, 14:25 [IST] ଭୁବନେଶ୍ୱର: ଉପର ମୁଣ୍ଡରେ ବର୍ଷା ପରେ ସହଜରେ ହୀରାକୁଦର ଜଳସ୍ତର ବଢିବାରେ ଲାଗିଛି । ଏହି ସମୟରେ ଛତିଶଗଡ଼ କଲମା ବ୍ୟାରେଜ ସମସ୍ତ ଗେଟ୍ ଖୋଲିଦେବାରୁ ହୀରାକୁଦରେ ବର୍ଷାପାଣି ପ୍ରବେଶ କରିଛି । ବର୍ଷା ଜଳ ଅଧିକ ହେବାରୁ ସମ୍ଭାଳି ନପାରି ଏହାର ସମସ୍ତ 66 ଟି ଗେଟ୍ ଖୋଲିଦେଇଛି ଛତିଶଗଡ଼ କଲମା ବ୍ୟାରେଜ । ଫଳରେ ହୀରାକୁଦରେ ବର୍ଷା … Read more

ଫୋନ ପେ’ କ୍ୟୁଆର କୋଡରେ ଲାଗିଛି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଫଟୋ, କମ୍ପାନୀ ଦେଲା ଚେତାବନୀ |

  Politics oi-Prabir Satapathy | Updated: Thursday, June 29, 2023, 16:03 [IST] ଭୋପାଳ: ମଧ୍ୟପ୍ରଦେଶରେ ଏବେ ପୋଷ୍ଟର ୱାର । ଆଗାମୀ ନିର୍ବାଚନ ପାଇଁ ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଥିବା ପୋଷ୍ଟର ୱାର ଦେଖିବାକୁ ମିଳିଛି । ତେବେ ଏହି ପୋଷ୍ଟର ୱାରରେ ଡିଜିଟାଲ ପେମେଣ୍ଟ ଆପ୍ ଫୋନ୍ ପେ କୁ ମଧ୍ୟ ସାମିଲ କରାଯାଇଥିବା ଦେଖିବାକୁ ମିଳୁଛି । କଂଗ୍ରେସ ଅଧ୍ୟକ୍ଷ କମଲନାଥଙ୍କ ବିରୋଧରେ ବିଜେପି କ୍ୟୁଆର କୋଡ ଥିବା … Read more

ଆଉ 13 ଟି ରୁଟ୍ ରେ ଚାଲିବ ମୋ ବସ୍; ଜାଣନ୍ତୁ, ଏହି ସ୍ଥାନ ଏବଂ ବସ୍ ର ନମ୍ବର |

  Odisha oi-Tanmaya Guin | Published: Friday, June 30, 2023, 16:20 [IST] ଭୁବନେଶ୍ୱର: ପର୍ଯ୍ୟଟକ ଓ ଯାତ୍ରୀଙ୍କ ଗମନାଗମନକୁ ଆହୁରି ସୁଗମ କରିବା ପାଇଁ ଆଉ 13 ଟି ରୁଟ୍ ରେ ଚାଲିବ ମୋ ବସ୍ ସେବା । କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ଏହାର ସେବାରେ ବୃଦ୍ଧି କରିବ । ଦୀର୍ଘ ଦିନରୁ ରହିଥିବା ଦାବି ଓ ଜନସାଧାରଣଙ୍କ ଚାହିଦା ଆଧାରରେ କ୍ରୁଟ୍‌ ଏହି ନୂଆ 13 ଟି ରୁଟ୍‌ … Read more

ମୋଦୀ କ୍ୟାବିନେଟ ହେବ ସମ୍ପ୍ରାସାରଣ ! ଚିରାଗ ପାସୱାନ୍ ଙ୍କୁ ମିଳିପାରେ ମନ୍ତ୍ରୀପଦ, ସିନ୍ଦେ ଗୋଷ୍ଠୀକୁ ମିଳିପାରେ ସୁଯୋଗ |

  Politics oi-Tanmaya Guin | Published: Friday, June 30, 2023, 13:09 [IST] ନୂଆଦିଲ୍ଲୀ : ମୋଦୀ କ୍ୟାବିନେଟରେ ହେବ ଅଦଳବଦଳ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ବରିଷ୍ଠ ବିଜେପି ନେତାଙ୍କ ବୈଠକ ପରେ କ୍ୟାବିନେଟ ସମ୍ପ୍ରସାରଣ ପାଇଁ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ତୀବ୍ର ହୋଇଛି । ବୁଧବାର ପାଞ୍ଚ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ କ୍ୟାବିନେଟ୍ ସମ୍ପ୍ରସାରଣ ଏବଂ ଦଳର ସଂଗଠନ ଉପରେ … Read more

ଅଧରପଣା ଲାଇଭ୍ ଅପଡେଟ୍: ଆଜି ହେବ ଅଧରପଣା ନୀତି | ସୁନାବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

  ସୁନାବେଶ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ବି ଜାରି ହୋଇଛି । ଅପରାହ୍ନ ୨ଟାରୁ ୩ଟା ମଧ୍ୟରେ ମଧ୍ୟମ ଧୂପ ହେବ । ୩ଟା ୩୦ରେ ମଇଲମ, ୪ଟାରେ ସନ୍ଧ୍ୟା ଆଳତି, ୪ଟା ୩୦ରେ ଏକାଦଶୀ ସର୍ବାଙ୍ଗ, ୫ଟାରୁ ସାଢେ ୬ଟା ୩୦ ଭିତରେ ସୁନାବେଶ, ୮ଟାରୁ ୯ଟା ଭିତରେ ସନ୍ଧ୍ୟା ଧୂପ, ରାତି ୧୦ଟାରୁ ୧୧ ଭିତରେ ସୁନାବେଶ ମଇଲମ, ୧୧ଟା ୩୦ରେ ଚଣ୍ଡଲାଗି ଏବଂ ମଧ୍ୟାହ୍ନ ୯ଟାରେ ରହିଛି ବଡ … Read more